ସ୍ମୃତି ର କବିତା

Elina

Elina

ଏତେ ଗୁଡେ ସ୍ମୃତି ରଖିଵି କେମିତି
ନିଜ ଆନ୍ଚଳରେ ଭରି
ଅଵିରତ ଵହି ଯାଉଛି ଝରି ,ରହୁ ନାହି ହାତ ପାଖେ.....

ସ୍ମୃତିର ଏ ଝଡ଼ଟିକୁ କେମିତି ଵାନ୍ଧିବୀ ଛୋଟ ଏହି ପଣତରେ
କଲମ ଟିଏ ଧରି ଲେଖିଵାକୁ ଚାହେଁ ଅଧୀର ଏ ମନ ମୋର......

ସଵ୍ଦ ଗୁଡ଼ିକ ଦେଉ ନାହାଁନ୍ତି ଧରା
ଅସହାୟ ମୁଁ କି ଵା କରିପାରେ
ଘୋଟି ଆସିଲାଣି କଳା ବାଉଡ଼।ଏ
ମେଘ ମଲ୍ହାର ଗାଉଛି ଏ ମନ....

ଅଜଣା ଏକ ମୁର୍ଛନାରେ ଅପଲକ ନେତ୍ର ଚାହିଁ ଅଛି ଝରକା ପାସେ
ଖୋଜୁଛି କାହାକୁ ଅଧୀର ମନ ନ ଜାଣି ପାରେ......

ସାଥି ମାନେ ତମେ ନାହ ପାସେ
ସେଇଥି ପାଇଁକି ଏ ମନ
ଏତେ ଵର୍ଷ ପରେ ଵୁଝିଛି ଏହି ସତ୍ୟ
ଶିଶୁ ର ମନଟି ସଵୁଠୁ ଯେ ଖୋଲା....

 ଵାଲ୍ୟ କାଳହିଁ ଅଶେଷ ସୁନ୍ଦର ଆଉ ଭଲ ଖେଳେ ଲୁଚକାଳୀ
ଗୋଟିଏ ଗୋଟିଏ ସୁନ୍ଦର ଚେହେରା ମନେ ଗୋ ପଡୁଛି ଆଜି.......

ଛୋଟିଆ ଛୋଟିଆ ମୁଖ ଗୁଡ଼ିକରେ ଖୋଲା ଖୋଲା ସେଇ ହସ
କଳ କଳ କରି ଵହି ଯାଉଥିଵା ଵନର ଝରଣା ପରି......

 ପାସେ ପାସେ ଥିଲା ଟିକେ ଅଛପା ଖେଳୁଥିଲା ଲୁଚକାଳି
ଏଵେ ଧରା ଦେଇଛ ସନ୍ଗୀନୀ ଗୋ ତୁମେ, ଖୋଜି କି ପାଇଛି ମୁଁ.....

ହଜିଵାର ବେଦନା ଵୁଝିଛି ମୁଁ ଆଜି
ସୁଦୁରେ ଥିଲେ ବୋ ଅଛ ହେ ଅନ୍ତରରେ.....

"ଈହ କାଳ ପାଇଁ"💕
Advertisements