Sasmita’s Birthday Thoughts

Sasmita
Sasmita

କନ୍ୟା ଭଗିନୀ, ଜାୟା ଜନନୀ
ସବୁ ଭୁମିକାରେ ଅଭିନୟ କରି
ପାଇଛି ସ୍ନେହ ପ୍ରେମ ମମତା ସବୁରି
କିଛିଟା ହାରିଚି, କିଛିଟା ପାଇଛି
ସ୍ମୃତି ସବୁକୁ ମୁ ଜାବୁଡି ଧରିଛି…
ହାରିବାର ଦୁଃଖ ନାହିଁ
ପାଇଛି ଅନେକ…
ବଞ୍ଚିବା ପାଇଁ ହସ ଲୁହ
ଯୋଗାଏ ଖୋରାକ..
ପଥ ହୁଏ କୁସୁମିତ
ସାଥେ ଥିଲେ ତୁମ ଭଳି ସାଥି
ନିଃଶବ୍ଦ ବି ଗାୟି ଯାଏ ମଧୁର ପିରତି…

ଏମିତି ହସୁ ଥାଉ, ଥାଉ କୃପା ଦୃଷ୍ଟି ତାର
ହସି ହସି କଟି ଯାଉ ବାକି ଦୀନ ମୋର…

Advertisements