ତୁମ ମହିମା

ତୁମେ ଉଜ୍ଵଳ ପ୍ରତ୍ୟୁଷର କିରଣରେ

ତୁମେ ପୁର୍ଣ୍ଣମୀ ପ୍ରଦୋଷର ଚନ୍ଦ୍ରରେ

 

ତୁମେ ବଡଦାଣ୍ଡର ବଡ ଦେଉଳରେ

ତୁମେ ଦେଵିମଣ୍ଡପର ମେଢ଼ରେ

 

ତୁମେ ଋତୁ ପରିବର୍ତ୍ତନର ମୂଳରେ

ତୁମେ ଇନ୍ଦ୍ରଧନୁର ରଙ୍ଗରେ

 

ତୁମେ ସଯ ଗଙ୍ଗଶିଉଳୀର ସୁଗନ୍ଧରେ

ତୁମେ ଗୋଲାପର କଢ଼ରେ

 

ତୁମେ କୋଇଲିର କଣ୍ଠରେ

ତୁମେ ମୟୂରର ନୃତ୍ୟରେ

 

ତୁମେ ନାରୀର ସହନଶୀଳତାରେ

ତୁମେ ଶିଶୁର କୋମଳ କ୍ରନ୍ଦନରେ

 

ତୁମେ ପ୍ରୀତିର ମଧୁର ଛାନ୍ଦରେ

ତୁମେ ମୋ ପ୍ରିୟାର ସ୍ପର୍ଶରେ

 

ତୁମେ ହାତପାପୁଲିର ଭାଗ୍ୟ ରେଖାରେ

ତୁମେ ମୋ ବିଶ୍ଵାସର ଡୋରିରେ

ତୁମେ ମୋ ମାର ଚେତନାରେ

ତୁମେ ମୋ ହର୍ଷ ଓ ଯନ୍ତ୍ରଣାରେ

 

ତୁମେ ସବୁ ଜାତି ସବୁ ଧର୍ମରେ

ତୁମେ ଭାଗ୍ୟ, ଭକ୍ତି, ଏବଂ ସମୟର ଅନ୍ତରାଳରେ

ତୁମେ ସମାପ୍ତିର ଆଗମନରେ

 

ତୁମେ ଅବେଦ୍ୟ, ଅରୂପ, ଅନୁଭବ୍ୟ, ଅନନ୍ତ

ତୁମେ ହିଁ ପରଂବ୍ରହ୍ମ

ତୁମେ ହିଁ ନିରନ୍ତନ …

Advertisements

ଜହ୍ନ

ନିରନ୍ତନ ଜଳାଇ ଆଶାର ପ୍ରଦୀପ

ଭରିଦିଅ ମନେ ସାତ୍ଵିକ ଭାବ ଅତ୍ୟନ୍ତ

ଅନ୍ଧକାରେ ଦିଅ ଆଲୋକ ର ସଂକେତ

ତୁମ୍ଭରି ଜ୍ୟୋତ୍ସ୍ନା ଭରିଦିଏ ସନ୍ତୋଷ ଅନେକ

 

ତୁମେ ହିଁ ସେ ନିରାକାର

ଧାରଣ କରେ ଯିଏ ଆକାର ଭିନ୍ନ ପରମ୍ପରାର

କେବେ ତୁମେ ପୂର୍ଣ

କେବେ ଯେ ଅର୍ଦ୍ଧ

କେବେ ପୁଣି ସଂକୀର୍ଣ୍ଣ ଆକୃତି ବିଶିଷ୍ଟ

 

ପୃଷ୍ଠଭୂମି ତୁମେ କୁଂଆରି ସ୍ଵପ୍ନର

ଦର୍ଶନ କରାଅ ତାକୁ ଚନ୍ଦ୍ର ରାଇଜର ରାଜକୁମାର

ନାରୀ ସୌନ୍ଦର୍ଯ୍ୟର ତୁମେ ଯେ ପ୍ରତୀକ

ତୁମ ଲାବଣ୍ୟତାର ବାଖ୍ୟା ଅପର୍ଯ୍ୟାପ୍ତ

 

ଆକାଶ ପରି ଉଦାର ତୁମେ

ସମସ୍ତ ଜନର ମାମୁଁ ଭି ତୁମେ

ହୃଦୟେ ଝରାଇ ଭାବନା ପ୍ରେମର

ଆନନ୍ଦେ ହୁଏ ମୋ ମନ ଯେ ବିଭୋର

 

ସବୁ ଧର୍ମ ଦିଏ ତୁମକୁ ଆନନ୍ଦ

ଶୋଭା ତୁମେ କୁଆଁରପୂନେଇ ରୁପା ଥାଳିର  

ପୁଣି ଭାତୃଭାବ ବଢ଼ାଇ ଥାଅ ହୋଇ ଚାନ୍ଦ ଇଦ ର

 

ଚିଲିକାରେ ଯେବେ ଦେଖେ  ତୁମ ପ୍ରତିବିମ୍ବ

ଚି ରେ ଜାତ ହୁଏ  ଅଦଭୂତ ଆବେଗ

ନୟନ  ହୋଇଯାଏ  ବିସ୍ମୟକର

ଏ କି ଚିତ୍ତାକର୍ଷକ ସୃଷ୍ଟି ସଂସାରର

 

ଅବର୍ଣ୍ଣନୀୟ ସୌନ୍ଦର୍ୟ ତୁମର

ଅସମ୍ପୂର୍ଣ୍ଣ ତୁମ ବିନା ସ୍ରୋତ ଜୀବନର !!!

Believe

I like to hide my excitement

It’s a secret, a riddle in loneliness

No ear hears it

No eyes sees it

I clamber up the hall, unseen by others

Holding my pleasure and pain

Silent as the desert night

Calm as Mother Goddess

Beautiful as God’s writing

I sleep without closing my eyes

I dream as per my wishes

I feel the wonder and virtue

With my “Divine Companion”

Hands clapping farther, feet hidden

Mind and heart are alien

I sit, wait, walk, worry, cry & smile again

Looking forward for Him

Although, He is miles away

Echoed an unheard voice

“Do Not Stand Here And Cry”

Yearning to move past

Making every effort to strive

The “Super Being” is with me

“The thought inside me is just a warmth, a feeling unseen as breathe, He is the unseen truth for me

I still believe in Him”

You

Thinking of you in tranquility

You are the unseen reality

 

You, the painful silent truth

You, a sleep with no dream

You, the command for a new vesture

You, the path finder of life

You, the embark of a new journey

 

I’m scared of You

 

Life is brief

No need to waste in grief

 

Accept thorns and flowers

Like, Sun, Wind and Showers

 

I’m just a moment in His vastness

Forget the bitterness

witness the sweetness

 

You exist when I do not

You are Eternal

You are the only Constant

 

You are there somewhere around

Thinking about You

Do not scare me when I experience You

ବୋଉ

ବୋଉ ଠାରୁ ବେଶୀ କିଏ ବା ହେବ ମୋର

ଧାରା ପୃଷ୍ଠ କୁ ଯେ ଆଣିଲା ମୋତେ

କେତେ ଦୂରେ ଆଜି ଅଛି ସେ ସତେ

ମନେ ପଡେ ଭାରି ଆଜି ସେ ମୋତେ

 

ହାତ ଧରି ମୋତେ ଶିଖାଇ ଥିଲୁ ଦୁନିଆ ରେ କିପରି ଚାଲିବାକୁ

ବୋଉଠୁ ଦୁରେଇ ଜାଣିଲି, ବହୁ ଅଭିଜ୍ଞାତା ହାସଲ କଲି

କେତେ ଜଟିଳ ଏ ଜୀବନ ଜଂଜାଳ ସବୁ

ଅଙ୍ଗେ ନିଭାଇଲି ସେ ଉପପଦେଶକୁ

 

ବ୍ୟାକୁଳ ହୋଇ ଖୋଜେ ବୋଉର କାନି

ମନେ ପଡେ ପୂଣି ପିଲାଦିନ ଅଝଟ ଅଳି

ଝରେ ଯେବେ ମୋ ଆଖିରୁ ଲୁହ

ତୋ ହୃଦୟେ ଉଠେ କେତେ ଯେ କୋହ

 

ବେଣି ପାରି ଦେଇ ବୋଉ

କେତେ ଉପଦେଶ ତୁ ନଦେଉ

ପିଠା, ଖିରି ସାଙ୍ଗକୁ ଦହି ପଖାଳ

କିଏ  ଦେବ ମୋତେ ନିତି ସକାଳ

 

ଭାଇ ଭଉଣୀ ସାଙ୍ଗ ସାଥି, ହେଲେ ପୂଣି ଆଜି ଦୁର୍ଲଭ ଅତି

ଆସି ରହିଲି ସାତ ଦରିୟା ପାରି

ଆତୁର ହୁଏ ଅତ୍ୟଧିକ ଚି ଆଜି

 

ଦୁନିଆ ରେ କିଏ ବଡ, କିଏ ସାନ, ବୁଝେନା ମୁଁ କିଛି

ବୁଝିଛି କେବଳ ବୋଉଠୁ ନିଜର ନୁହଇଁ ଆଉ କିଛି

 

ମାସ ପରେ ମାସ ବିତି ସରିଲା ଏ ବରଷ

ତୋ ଡାକ ଶୁଣିବାକୁ କାନ ଯାଏ ତରସ

ଲଗାଇ ଦେଉ ନଥିଲୁ ମୋ ଦେହେ ଧୂଳି

ମୋ ପାଇଁ ଶୁଣୁଥିଲୁ କେତେ ଯେ ଗାଳି

 

ତୋ ସ୍ତିତି ବିନା ମୋ ଜୀବନ ତୁଚ୍ଛ

ସବୁ ଥାଇ ମଧ୍ୟ ମୋ ମନ ଅତୃପ୍ତ

କେବେ ପୂଣି ପାଇବି ସାନ୍ନିଦ୍ଧ

ଆତ୍ମା ସେବେ ହୋଇବ ତୃପ୍ତ   

 

ନବ ବର୍ଷ ରେ ଏତିକି ଗୁହାରି

ଦୂରେ ଥାଇ ଆଶୀର୍ବାଦ ଦେଉଥିବୁ ଝରାଇ   

 

We shall meet again…

The goodbyes have been made,
The fervour yet throbs ,
The palpitations still echo in the heartbeats,
The teary eyes are dry today,
The wintry sunshine has lost its glow.
Days are getting longer, the misty mornings
Will soon dissolve,
The warm hugs are just but memories,
The cacophony of effortless laughs
Has ebbed too.
The journey that started need not end,
The train keeps chugging,
The tracks merge and de merge
We met to celebrate,
We have just begun, my friends
We shall meet again
Not too soon, yet not so in the distant.

Elina, days after the 25 Years School Reunion

My First Snowfall

The first fall of snow,

seems so magical.

Makes me believe,

God’s creation is special.

 

Icy hands, icy toes, frozen nose,

cheeks are sting by chill blows.

Still the softness of falling snow,

is such a wonder awe!

 

With snowflakes all around,

outdoor looks crowned.

When everything is freezing,

kids started playing.

 

World is wrapped with a fair band,

seems like a miracle from fairy land.

 

The sky is dark

while the earth shines,

Time to listen the inner voice,

without any vice.

 

Wander to wonder in White Winter Wonderland !!!

ସ୍ମୃତି

IMG_4814

ସମୟ ର ଦିଗବଳୟ ରେ କଣ

ସେହି ମୁହୂର୍ତ ଟି ବିଲୀନ ହୋଇଯିବ 

ନାହିଁ କିଛି ବିକଳ୍ପ 

ଏହା କଣ ଅପ୍ରିୟ ସତ୍ୟ ?

କିନ୍ତୁ,

ସ୍ମୃତି ଅତ୍ୟନ୍ତ ସୁଦୃଢ 

ଅଛି ତାର ଦୃଢ ଆତ୍ମ ବିଶ୍ଵାସ

ନିଶ୍ଚୟ ସୁରକ୍ଷିତ ରହିବ ଏହି ମୁହୂର୍ତ 

ଯଉଁ ମୁହୂର୍ତ ର  ପ୍ରତୀକ୍ଷା ରେ ଏହି ପ୍ରସ୍ତୁତି

ଯାହା ଅନ୍ତରଙ୍ଗ କରି ଦେଇଛି କିଛି ପରିଚିତଙ୍କୁ

ଯିଏ ହୋଇଯାଇଥିଲେ ଅପରଚିତ ଅତୀତ ର ସେହି ବେଳାଭୂମିରେ 

ହଜିଯାଇଥିଲେ ସମୟର ସେହି ଦିଗବଳୟ ରେ

କିନ୍ତୁ,

ସ୍ମୃତି ପୁଣି ପ୍ରମାଣ କରିଦେଇଛି ତା ର ଅସ୍ତିତ୍ବ କୁ 

କିଛି ସ୍ପଷ୍ଟ ତ କିଛି ନାତିସ୍ପଷ୍ଟ

କେତେ ଉତ୍ସାହ, ଆନନ୍ଦ ତ କେତେ ଆଲୋଡନ

ପୁଣି

କେବେ କେବେ ଅନେକ ଉଦବେଗ

ସୃଷ୍ଟି କରିଛି ଏକ ନୂତନ ମନୁଷ୍ୟ 

ଆବିଷ୍କାର କରିଛି କିଛି ବିଷ୍ମୟ 

ଉପାର୍ଜନ କରିଛି ଅନେକ ଆତ୍ମ ବିଶ୍ଵାସ 

ଏହି ମନୋଭାବ,

ଏହି ଚିନ୍ତାଧାରା  ହୋଇପାରବ କି ଚିର ଅନନ୍ତ 

ଆଶା ସେହି ସ୍ମୃତି ଠି

ଗଢି ପାରିବ କି କିଛି ସମୟ ର ଦିଗବଳୟର ଉର୍ଧ୍ଵ ରେ 

ଜନ୍ମ ଦେଇ ପାରିବ କି ଏକ ସ୍ତିତପ୍ରଜ୍ଞ କୁ 

ସୃଷ୍ଟି କରି ପାରିବ କି ଅଶାବାଦର ଏକ ନୂତନ ପରିଚୟ

ଏହା ହିଁ ଇତି, ଏହା ହିଁ ଅନନ୍ତ 

Beauty & Life

Beauty . The word conjures up many images , that’s right, when anyone talks about or mentions the word, the mind starts throwing up vignettes of people and not scenes, landscapes, objects, animals, stories, poems etc. May be these pictures emerge as a secondary facet when we delve deeper but definitely not impromptu. Now whether this is a conditioning of the brain based on a person’s unique life experiences or the brains inherent wiring , it would be a debate worth having between a neuroscientist and a social scientist perhaps. For now, I prefer surmising what Beauty means to me and how I have seen it over the years.
Someone in the recent past called me the right kind of feminist ( shall park the meaning of that for a later time ), I am not sure whether I can call myself one and if  being a feminist means caring more about your female colleague at work, lending an ear to the everyday juggles of a woman doing the balancing act, be it my maid at work or the co passenger in an Uber pool drive , then I take pride in being that right kind of feminist. Hey ,did I lose the Beauty part here , not really, rather its the beauty of everyday life which is the common string here. However clichéd it may seem, how many of us urban dwellers really look up the sky everyday, to catch the glimpse of that sole pigeon in flight, which has evolved to take shelter in the window sills  of dilapidated  walls.  Have you ever noticed  the ubiquitous flower seller in any Indian city  , who invariably happens to be a middle aged lady with greying hair sporting vermillion , they all seem to have the same quaint demeanour selling strings of jasmine with an uncanny pious fervour. The cities may change but the visage of the lady seems constant.
Walk around any Street  of any city across any country and you shall never miss that street corner shop,  most of the times it is either a shop selling trinkets, a patisserie or a bakery or always so familiar bookshop ( right out of “When Harry met Sally ” . I have always felt that these corner shops have a strange pull and seem always welcoming. You notice these shops across the traffic signal while waiting at the bus stop or while hailing a cab  or during one of your aimless solitary walks on a dull Sunday evening. They seem to have the quirkiest of doors which beckon you to enter their  mystical world.None of the other shops in the row seem to have the same kind of magnetism. And then you have one those old buildings which seem to be enveloped in some old world charm which instantly rubs on you every time you pass by. It crosses my mind then , how many families would have been it’s inhabitants , how many churnings of history would they have witnessed,  stories which remain buried within its greying walls.
Each city has its share of heritage , a part of its roots still evident , its beauty flaunted through a an annual fete in honour of a saint patron or a festival heralding its unique culture, a day when the city resonates with a fervour of radiant smiles . That day the grey facades illuminate in multiple hues of colours , a day celebrating belonging and bonding. The trees and the lamp posts that  jostle for every inch of the sky , seem to bask in the glow of togetherness. The cemetery with its shrubbery growing amok and the epitaphs on the tomb stones losing their sheen regale in the beauty of life amidst the dead. So to say, beauty is present in every nook and corner ; in  each breath of human life ;  in the alleyways of mazy cityscapes , it just searches for the right beholder to lift it’s eyes and look for it. Beauty is Life and Life is Beautiful.
– Elina