Rath Yatra – 2017

rath-yatra

You are born again,
I dare not say Reborn.
As you are existence itself,
The life blood that permeates,
The Creation.
Which is permanent in its impermanence.

We wait for you to emerge,
From your self imposed confinement;
Hoping you have recuperated,

Your toothless smile,
And your wide eyed visage,
A glimpse of your innocent face,
Is what we long to witness.

Hasten it, my dear Lord
Emerge and let us merge…              Elina

 

 

Sasmita-Poem-RathYatra

Sasmita

Sasmita’s Birthday Thoughts

Sasmita
Sasmita

କନ୍ୟା ଭଗିନୀ, ଜାୟା ଜନନୀ
ସବୁ ଭୁମିକାରେ ଅଭିନୟ କରି
ପାଇଛି ସ୍ନେହ ପ୍ରେମ ମମତା ସବୁରି
କିଛିଟା ହାରିଚି, କିଛିଟା ପାଇଛି
ସ୍ମୃତି ସବୁକୁ ମୁ ଜାବୁଡି ଧରିଛି…
ହାରିବାର ଦୁଃଖ ନାହିଁ
ପାଇଛି ଅନେକ…
ବଞ୍ଚିବା ପାଇଁ ହସ ଲୁହ
ଯୋଗାଏ ଖୋରାକ..
ପଥ ହୁଏ କୁସୁମିତ
ସାଥେ ଥିଲେ ତୁମ ଭଳି ସାଥି
ନିଃଶବ୍ଦ ବି ଗାୟି ଯାଏ ମଧୁର ପିରତି…

ଏମିତି ହସୁ ଥାଉ, ଥାଉ କୃପା ଦୃଷ୍ଟି ତାର
ହସି ହସି କଟି ଯାଉ ବାକି ଦୀନ ମୋର…